ARTICLE AD BOX
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜ ପେଡିପଥର ସେକ୍ସନ ଝିଲ୍ଲୀମୁଣ୍ଡା ଗ୍ରାମ ନିକଟସ୍ଥ ଦନ୍ତାରିଖୋଳ ସଂରକ୍ଷିତ ଜଙ୍ଗଲରୁ ଝିଲ୍ଲୀମୁଣ୍ଡା ଗ୍ରାମକୁ ଯାଇଥିବା ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।
farmer killed by elephant Photograph: (sambad.in)ବଇଣ୍ଡା: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜ ପେଡିପଥର ସେକ୍ସନ ଝିଲ୍ଲୀମୁଣ୍ଡା ଗ୍ରାମ ନିକଟସ୍ଥ ଦନ୍ତାରିଖୋଳ ସଂରକ୍ଷିତ ଜଙ୍ଗଲରୁ ଝିଲ୍ଲୀମୁଣ୍ଡା ଗ୍ରାମକୁ ଯାଇଥିବା ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଦନ୍ତାରିଖୋଳ ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱ ଦେଇ ୧୧ କେଭି ବିଦ୍ୟୁତ ତାର ବଇଣ୍ଡାରୁ ପାଇକସାହି ପର୍ଯ୍ୟନ୍ତ ଆସିଛି। ତେବେ ଜଙ୍ଗଲ ଭିତରେ ହାତୀ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି। ଏ ଘଟଣା ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲା। କିନ୍ତୁ କୌଣସି ଉତ୍ତର ମିଳି ନଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

15 hours ago
5


