Elephant: ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ

13 hours ago 5
ARTICLE AD BOX

ଯୋଡ଼ା ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା ହାତୀ । ଗତ ରାତି ଏକ ଦନ୍ତା ହାତୀ ସହରକୁ ପଶି ଆସିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

 (sambad.in) elephant in joda Photograph: (sambad.in)

ଯୋଡ଼ା: ଯୋଡ଼ା ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା ହାତୀ। ଗତ ରାତିଏକ ଦନ୍ତା ହାତୀ ସହରକୁ ପଶି ଆସିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ହାତୀର ଗତିବିଧି ଉପରେ ନଜର ରଖିଛନ୍ତି

ଦନ୍ତା ହାତୀଟି ପ୍ରଥମେ ବାଚୁ ହଟିଂ ନିକଟ ଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲା। ପରେ  ଅଞ୍ଚଳରେ ଉପଦ୍ରବ ଚଳାଇ ଏକ ଘରର ଗେଟ୍ ଏବଂ ପାଚେରୀ ଭାଙ୍ଗି ଦେଇଛି।  ହାତୀଟି ଆଜାଦ୍ ବସ୍ତି ନିକଟରେ ଦେଖିବାକୁ ମିଳିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

Cyclone Arnab: ବାତ୍ୟା ଅର୍ଣ୍ଣବ: ଗତକାଲିଠାରୁ ତୀବ୍ରତା, ଗତିପଥ ଓ ପବନର ପ୍ରଭାବରେ ବଡ଼ ପରିବର୍ତ୍ତନ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.