ARTICLE AD BOX
ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ବରୁଣ ନଗର ଲେନ୍ - ୧ ରେ ଥିବା ଭଡ଼ା ଘରେ ଜଣେ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ଛାତ୍ର କୈାଶିକ ମହାପାତ୍ର (୨୦) ବୋଲି ଜଣାପଡିଛି।
The hanging body of a B.Tech student was found in a rented house Photograph: (Sambad.in)ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ବରୁଣ ନଗର ଲେନ୍ - ୧ ରେ ଥିବା ଭଡ଼ା ଘରେ ଜଣେ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ଛାତ୍ର କୈାଶିକ ମହାପାତ୍ର (୨୦) ବୋଲି ଜଣାପଡିଛି। ସେ ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ସିଭିଲ ବ୍ରାଞ୍ଚ୍ ର ଦ୍ବିତୀୟ ବର୍ଷର ଛାତ୍ର।
ଛାତ୍ର ଏକାକୀ ରହୁଥିଲେ
ମୃତକ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ରହିଛି। ମୃତକଙ୍କ ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି। ତାଙ୍କ ପରିବାରକୁ କର୍ତ୍ତୃପକ୍ଷ ସୂଚନା ଦେଇଥିବା ଜଣାପଡିଛି। ଛାତ୍ର ଜଣକ ଏକାକୀ ରହୁଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
3


