Horoscope 2026 November 2: ଜାଣନ୍ତୁ ଆଜିର ରାଶିଫଳ

51 minutes ago 1
ARTICLE AD BOX

ମେଷ: ମହତ୍ବପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଭାଇ ସହିତ କୌଣସି ମାମଲାରେ ବିଚାର ବିମର୍ଶ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।‌

ବୃଷ: ଅଯଥା କଥା ଠାରୁ ଦୂରରେ ରହି ନିଜ କାମରେ ବ୍ୟସ୍ତ ରୁହନ୍ତୁ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଅନୁଚିତ କାମ ଅଶାନ୍ତିରେ କାରଣ ବନି ପାରେ। ଘରେ ସବୁ ଲୋକ ଖୁସି ରହିବେ। ‌

ମିଥୁନ: କୌଣସ କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଆପଣଙ୍କର ରୁଚି ଅଧ୍ୟାତ୍ମିକତାରେ ରହିବ। ସପରିବାର ଧର୍ମାନୁଷ୍ଠାନ ଯିବାକୁ ଯୋଜନା କରିବେ। ଅଧୁରା ଥିବା କାମ ପୂରା ହୋଇଯିବ। ‌

କର୍କଟ: ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ‌

ସିଂହ: ବ୍ୟବସାୟରେ ଆପଣଙ୍କର ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। କୌଣସି ଜଟିଲ ପ୍ରଶ୍ନର ଉତ୍ତର ପାଇଯିବେ। ବଢ଼ିଆ ରଣନୀତିରୁ କାମରେ ସଫଳତା ପାଇବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। 

କନ୍ୟା: ଅଫିସର କୌଣସି କାମରେ ଅଚାନକ ଯାତ୍ରା କରିପାରନ୍ତି। ଆପଣଙ୍କ କାମରେ ସହଯୋଗୀଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

ତୁଳା: ଆପଣ ଶକ୍ତିରେ ବହୁତ କିଛି ହାସଲ କରିନେବେ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଆପଣ କିଛି ସମୟ ମନୋରଞନ ସମ୍ବନ୍ଧୀୟ କାମରେ ବିତାଇବେ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। ‌

ବିଛା: କୌଣସି ନୂଆ ପ୍ରକାର ଗତିବିଧିରେ ବ୍ୟସ୍ତତା ରହିବେ। ନିଜେ ଧୈର୍ଯ୍ୟଧରି ରୁହନ୍ତୁ ସମୟ ସହିତ ଚାଲନ୍ତୁ। ଜୀବନସାଥୀ ଠାରୁ ଜରୁରୀ କାମରେ ସାହାଯ୍ୟ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ‌

ଧନୁ: ଅର୍ଡ଼ର ସପ୍ଲାଇଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁର ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। ଘରେ ସିନେମା ଦେଖିବା ପାଇଁ ଯୋଜନା କରିବେ। ଆପଣଙ୍କ ଭୋଜନରେ ତାଜାଫଳ ସାମିଲ କରନ୍ତୁ। 

ମକର: ବ୍ୟବହାରିକ ପ୍ରଣାଳୀ କାମରେ ପରିବର୍ତ୍ତନ ହୋଇପାରେ। ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ସମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

କୁମ୍ଭ: ମହତ୍ବପୂର୍ଣ୍ଣ ଫଇସଲା ନେବେ। ଯାହାଦ୍ବାରା ଆର୍ଥିକ ସ୍ଥିତି ଏବଂ ଘରର ବ୍ୟବସ୍ଥାକୁ ଭଲ କରିବାରେ ସହାୟକ ହୋଇପାରେ। ସୁସମ୍ବାଦ ପାଇବେ। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହେବ। 

ମୀନ: ଆପଣଙ୍କର ଦିନଟି ଭକ୍ତିମୟ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ପଢ଼ିବା ଭଲ କରିବା ପାଇଁ ନିତିଦିନିଆ ରୁଟିନରେ କିଛି ପରିବର୍ତ୍ତନ କରିବେ। ପ୍ରେମ ଜୀବନ ଭଲ ରହିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.