Hospital Fire: ପାକିସ୍ତାନର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଗିଳିଦେଲା ୧୫ ନବଜାତ ଶିଶୁ

1 day ago 6
ARTICLE AD BOX

ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ପିଆଇଏମଏସ୍‌)ରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି।

 (sambad.in) Islamabad Hospital Fire Photograph: (sambad.in)

ଇସଲାମାବାଦ:ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ପିଆଇଏମଏସ୍‌)ରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। 

ଜଣେ ଶିଶୁ ଉଦ୍ଧାର

ଘଟଣା ସମୟରେ ୱାର୍ଡରେ ୧୬ ଜଣ ଶିଶୁ ଥିବା ବେଳେ ଡାକ୍ତରମାନେ ଜଣେ ଶିଶୁଙ୍କୁ ଉଦ୍ଧାର କରିପାରିଥିଲେ।

Trump Visa Policy: ଆମେରିକା ଯିବା ସ୍ବପ୍ନକୁ ବଡ଼ ଝଟକା: ଭିସା ସାକ୍ଷାତକାର ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଲେ ଟ୍ରମ୍ପ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.