Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍‌ଏସ୍‌ଡି ଜାରି

1 day ago 6
ARTICLE AD BOX

ଇଣ୍ଡେଲ ମନି ପକ୍ଷରୁ ୫୦୦ କୋଟି ଟଙ୍କାର ନନ୍‌-କନ୍‌ଭର୍ଟିବଲ ଡିବେଞ୍ଚର (ଏନ୍‌ସିଡି) ଜାରି କରାଯାଇଥିଲା। ତାହା ଚାରି ଘଣ୍ଟା ଭିତରେ ଅଧିକ ସବ୍‌ସ୍କ୍ରିପ୍‌ସନ ହାସଲ କରିଥିଲା। ସେଥିପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ କମ୍ପାନି ସବ୍‌ସ୍କ୍ରିପ୍‌ସନ୍‌କୁ ବନ୍ଦ କରିଥିଲା।

 ଇଣ୍ଡେଲ ମନିର ୫୦୦ କୋଟି ଏନ୍‌ଏସ୍‌ଡି ଜାରି

ଭୁବନେଶ୍ବର: ଇଣ୍ଡେଲ ମନି ପକ୍ଷରୁ ୫୦୦ କୋଟି ଟଙ୍କାର ନନ୍‌-କନ୍‌ଭର୍ଟିବଲ ଡିବେଞ୍ଚର (ଏନ୍‌ସିଡି) ଜାରି କରାଯାଇଥିଲା। ତାହା ଚାରି ଘଣ୍ଟା ଭିତରେ ଅଧିକ ସବ୍‌ସ୍କ୍ରିପ୍‌ସନ ହାସଲ କରିଥିଲା। ସେଥିପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ କମ୍ପାନି ସବ୍‌ସ୍କ୍ରିପ୍‌ସନ୍‌କୁ ବନ୍ଦ କରିଥିଲା। କମ୍ପାନିମୋଟ୍‌ ଉପରେ ୧୭୫୯ କୋଟି ଟଙ୍କାର ବିଡ୍‌ ହାସଲ କରିଛି ଯାହା ଇସ୍ୟୁ ପରିମାଣଠାରୁ ୭୦୪ ପ୍ରତିଶତ ଅଧିକ।

ଆହୁରି ପଢନ୍ତୁ :Cricket: ଏସୀୟ କ୍ରୀଡ଼ାରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଧାସଳଖ

 କମ୍ପାନିର ଏନ୍ଏସ୍‌ଡି ଦାମ୍‌ ୧୦୦୦ ଟଙ୍କା ରହିଛି ଓ ତାହା ଉପରେ ୧୨.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ। ଏହି ଏନ୍‌ଏସ୍‌ଡିକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ। ଆମ ଏନ୍‌ଏସ୍‌ଡି ଇସ୍ୟୁ ପ୍ରତି ଏଭଳି ସମର୍ଥନ ଆମ ଉପରେ ନିବେଶକମାନଙ୍କ ରହିଥିବା ଭରସାର ପ୍ରତିଫଳନ ବୋଲି କମ୍ପାନିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଉମେଶ ମୋହନନ କହିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.