ARTICLE AD BOX
ବିବାଦରେ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନୋନ। ବିକିନି ପିନ୍ଧି ରାକ୍ଷୀ ପୂର୍ଣ୍ଣିମାର ବିଜ୍ଞାପନ କରୁଥିଲେ। ଅଭିନେତ୍ରୀଙ୍କ ଏଭଳି ଲୁକକୁ ଦେଖି ରାଗିଯାଇଛନ୍ତି କଙ୍ଗନା ।
ବିବାଦରେ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନୋନ । ବିକିନି ପିନ୍ଧି ରାକ୍ଷୀ ପୂର୍ଣ୍ଣିମାର ବିଜ୍ଞାପନ କରୁଥିଲେ । ଭୟଙ୍କର ଟ୍ରୋଲିଂର ହେଲେ ଶିକାର । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବିବାଦରେ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନୋନ୍ । ବିଜ୍ଞାପନରେ ତାଙ୍କ ଲୁକ୍କୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । ବିଜ୍ଞାପନରେ କ୍ରିତି ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଛି । ରାକ୍ଷୀ ଭଳି ଏକ ପାରମ୍ପରିକ ପର୍ବରେ ଅଭିନେତ୍ରୀଙ୍କ ଏଭଳି ଲୁକକୁ ଦେଖି ରାଗିଯାଇଛନ୍ତି ସାଂସଦ କଙ୍ଗନା । ସେ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ କ୍ରିତିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

18 hours ago
3


