MoU: ସଲୋନି ସୋରିଷ ତେଲ-ଧମାଲ ୪ ବୁଝାମଣା

3 months ago 34
ARTICLE AD BOX

ଭୁବନେଶ୍ବର: ସଲୋନି କଚି ଘନି ସୋରିଷ ତେଲ ପକ୍ଷରୁ ବଲିଉଡ୍‌ ସିନେମା ଧମାଲ ୪ ସହିତ ସହଯୋଗିତା କରାଯାଇଛି। ଧମାଲ-୪ ଯେଉଁଭଳି ନିଜର ହାସ୍ୟରସ ଜରିଆରେ ପରିବାରର ମନୋରଞ୍ଜନ କରି ହୃଦୟ ଜିତୁଛି, ଠିକ୍‌ ସେଭଳି ସଲୋନି ସୋରିଷ ତେଲ ବର୍ଷ ବର୍ଷ ଧରି ଏହାର ସ୍ବାଦ, ଗୁଣାବତ୍ତା ଓ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ଜରିଆରେ ସବୁ ରୋଷେଇର ଅଂଶ ପାଲଟିଛି।

Advertisment

ନିଜର ବିଶିଷ୍ଟ ସ୍ବାଦ ଓ ପୋଷଣ ଜରିଆରେ ଏହା ଦୈନନ୍ଦିନ ଭୋଜନକୁ ସ୍ବାଦିଷ୍ଟ କରିବା ସହ ଲୋକମାନଙ୍କୁ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଉଛି। ଏହି ଅବସରରେ ସଲୋନି ସୋରିଷ ତେଲ ତରଫରୁ ଏହାର ଡିଜିଟାଲ ପ୍ଲାଟଫର୍ମରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି ଯାହା ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

Mustard oil : ସୋରିଷ ତେଲ ଓ ହଳଦୀ ଉପଚାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.