Murder: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା

2 weeks ago 8
ARTICLE AD BOX

ହିଞ୍ଜିଳିକାଟୁ: ଆମ ସମାଜରୁ ଦିନକୁ ଦିନ ମାନବିକତା ମରିଯାଉଛି। ‘ଦୟା’ ବୋଲି ଥିବା ଶଦ୍ଦ ମନୁଷ୍ୟର ହୃଦୟରୁ ସରିଯାଉଛି। ବ୍ୟକ୍ତିଗତ ଲାଭ ହେଉ ଅବା ଆକ୍ରୋଶ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ନିରୀହ ଲୋକଙ୍କ ଉପରେ ନିର୍ଯାତନା ଦେଉଛି। ଅକାରଣରେ ହେଉ ଅଥବା ଭୁଲ ହେଉ, କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଉତ୍ତେଜିତ ଯୁବକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଛି। ଯୁବକର ଏହି ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଂଜାମ ଜିଲ୍ଲା ହିଞ୍ଜିଳିଥାନାବ୍ରାହ୍ମଣଛାଇଗ୍ରାମରେ ଶନିବାରବିଳମ୍ବିତ ରାତିରେ ଏହି ଅଭାବନୀ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ କଂଗ୍ରେସନାହାକ(୫୦)।ନିଶା କାରବାରକୁନେଇଏହିହତ୍ୟାକାଣ୍ଡହୋଇଥିବାପୁଲିସଜାଣିବାକୁପାଇଛି।

ଘଟଣାର ତଦନ୍ତ ଜାରି

ସୂଚନା ଅନୂଯାୟୀ, କଂଗ୍ରେସଙ୍କପୁଅଓପତ୍ନୀଙ୍କସହସେହିଗ୍ରାମରମିଟୁଆପଟ (୨୧)ଙ୍କରକୌଣସିକଥାକୁନେଇଝଗଡ଼ା ହୋଇଥିଲା।କଂଗ୍ରେସଏସମ୍ପର୍କରେମିଟୁଙ୍କୁପଚାରିବାପରେସେଉତ୍ୟକ୍ତହୋଇକଂଗ୍ରେସଙ୍କୁଆକ୍ରମଣ କରିଥିଲେ।ଗୁରୁତରଅବସ୍ଥାରେବୃଦ୍ଧଙ୍କୁହିଞ୍ଜିଳିଡାକ୍ତରଖାନାଅଣାଯାଇଥିଲା।ସେଠାରେଡାକ୍ତରମୃତଘୋଷଣାକରିଥିଲେ।ଖବରପାଇଆସିକାଏସଡ଼ିପିଓସୌରଭରଞ୍ଜନପ୍ରଧାନ, ହିଞ୍ଜିଳିଥାନାଧିକାରୀଶ୍ରୀନିବାସସେଠୀ,ହିଞ୍ଜିଳିଉପଖଣ୍ଡଚିକିତ୍ସାଳୟଓଘଟଣାସ୍ଥଳକୁଯାଇଘଟଣାରତଦନ୍ତଜାରିରଖିଛନ୍ତି। 

Killing Elder Brother ବଡ଼ଭାଇକୁ ଠେଙ୍ଗାରେ ବାଡ଼େଇ ମାରିଦେଲା ସାନଭାଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.