ARTICLE AD BOX
ବରିଷ୍ଠ ଅଭିନେତା ନାନା ପାଟେକର ଆଉ ନାହାନ୍ତି। ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ନାନା ପାଟେକର ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ଘରେ ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
/sambad/media/media_files/2026/10/08/new-project-2-2026-10-08-07-41-04.jpg)
ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ନାନା ପାଟେକର ଆଉ ନାହାନ୍ତି। ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ନାନା ପାଟେକର ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ଘରେ ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
4


