Navratri: ନବରାତ୍ରୀର ଅଷ୍ଟମ ଦିବସ

1 week ago 6
ARTICLE AD BOX

ଧରା ପୃଷ୍ଠରେ ମା’ ମହାଗୌରୀଙ୍କ ଆଶୀର୍ବାଦ। ନବରାତ୍ରୀର ଅଷ୍ଟମ ଦିନରେ ମା’ ମହାଗୌରୀଙ୍କ ପୂଜା କରାଯାଏ। ମା’ ମହାଗୌରୀ ଶାନ୍ତି, ପବିତ୍ରତା, ସୌନ୍ଦର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ। ଏହି ଦିନ ଭକ୍ତମାନେ ମା’ଙ୍କୁ ଭକ୍ତିଭାବରେ ପୂଜା କରି ସୁଖ, ଶାନ୍ତି, ସମୃଦ୍ଧି ଓ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତି। ଅଷ୍ଟମୀ ତିଥିରେ କନ୍ୟା ପୂଜନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.