No More: ପରଲୋକରେ ବିଶିଷ୍ଟ ସାହିତ୍ୟିକ ଗିରି ଦଣ୍ଡସେନା, ସୁନ୍ଦରଗଡ଼ରେ ଶୋକର ଛାୟା

3 days ago 3
ARTICLE AD BOX

ସୁନ୍ଦରଗଡ଼: ଓଡ଼ିଶା ସାହିତ୍ଯ ଏକାଡେମିର ପୂର୍ବତନ ଉପସଭାପତି, ଧୂରୀଣ ସାହିତ୍ଯିକ ଏବଂ ବହୁ ଚର୍ଚ୍ଚିତ 'ସୁନ୍ଦରଗଡ଼ ଇତିହାସ'ରସ୍ରଷ୍ଟା ଗିରି ଦଣ୍ଡସେନା ଆଉ ନାହାନ୍ତି। ସେ ବହୁଦିନ ଧରି  ଶଯ୍ଯାଶାୟୀ ହୋଇ ପଡ଼ିଥିଲେ। ୫ ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି।

Advertisment

ଗିରି ଦଣ୍ଡସେନା ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡ଼ିର ସାହିତ୍ୟିକ ଥିଲେ। ସେ ଓଡ଼ିଶା ସାହିତ୍ଯ ଏକାଡେମି ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକମହଲରେ ତଥା ସୁନ୍ଦରଗଡ଼ ସହରରେ ଶୋକର ଛାୟା ଖେଳିଯାଇଛି। 

Landslide : ଲଗାଣ ବର୍ଷାରେ ମାଟି ଅତଡ଼ା ଖସିଲା, ଯାତାୟତରେ ବାଧା

Read Entire Article
LEFT SIDEBAR AD

Hidden in mobile, Best for skyscrapers.