ARTICLE AD BOX
ଆଇଚି-ନାଗୋୟାରେ ରବିବାରଠୁ ଆନୁଷ୍ଠାନିକ ଭାବେ ପାରା ଏସୀୟ କ୍ରୀଡ଼ା ଆରମ୍ଭ ହେବ। ଏହା ପୂର୍ବରୁ ଖେଳାଯାଇଥିବା ବ୍ୟାଡ୍ମିଣ୍ଟନ ଇଭେଣ୍ଟ୍ରେ ଓଡ଼ିଆ ପୁଅ ତଥା ଭାରତର ତାରକା ଖେଳାଳି ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।
/sambad/media/media_files/2026/10/16/7748ff65-95cc-45ec-9df5-437e98fb18c7-2026-10-16-15-48-01.jpg)
ଭୁବନେଶ୍ବର: ଆଇଚି-ନାଗୋୟାରେ ରବିବାରଠୁ ଆନୁଷ୍ଠାନିକ ଭାବେ ପାରା ଏସୀୟ କ୍ରୀଡ଼ା ଆରମ୍ଭ ହେବ। ଏହା ପୂର୍ବରୁ ଖେଳାଯାଇଥିବା ବ୍ୟାଡ୍ମିଣ୍ଟନ ଇଭେଣ୍ଟ୍ରେ ଓଡ଼ିଆ ପୁଅ ତଥା ଭାରତର ତାରକା ଖେଳାଳି ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏସ୍ଏଲ୍୩-ଏସ୍ୟୁ-୪ ମିଶ୍ରିତ ଯୁଗଳ ଗ୍ରୁପ୍-ଏର ପ୍ରଥମ ମ୍ୟାଚ୍ରେ ଏହି ପାରାଲିମ୍ପିକ୍ସ ବିଜେତା ଓ ତାଙ୍କ ସାଥୀ ମନିଷା ରାମଦାସ ୨୧-୧୬, ୧୯-୨୧, ୨୧-୧୬ରେ ଚୀନ୍ର ଲିଚୁଆନ୍ ଜିଓଙ୍ଗ ଓ ଟଙ୍ଗଟଙ୍ଗ ଲିଙ୍କୁ ହରାଇଛନ୍ତି। ଶନିବାର ପ୍ରମୋଦ ଏକକ ଓ ଯୁଗଳ ମ୍ୟାଚ୍ ଲାଗି କୋର୍ଟକୁ ଓହ୍ଲାଇବେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


