ARTICLE AD BOX
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ସକାଳୁ ସକାଳୁ କୌଣସି ସୂତ୍ରରୁ ଖବର ପାଇ ମଝିଗୁଡା ଅଞ୍ଚଳରେ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡାରେ କିଛି ଜୁଆଡ଼ିଙ୍କୁ ଠାବ କରିବାରେ ସକ୍ଷମ ହୋଇଛି |
4 gamblers arrested Photograph: (sambad.in)କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ସକାଳୁ ସକାଳୁ କୌଣସି ସୂତ୍ରରୁ ଖବର ପାଇ ମଝିଗୁଡା ଅଞ୍ଚଳରେ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡାରେ କିଛି ଜୁଆଡ଼ିଙ୍କୁ ଠାବ କରିବାରେ ସକ୍ଷମ ହୋଇଛି | ଆଡ୍ଡା ସ୍ଥଳରୁ ଚାରି ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫୮୧୦ ଟଙ୍କା ଜବତ କରିବା ସହ ଖେଳରେ ବ୍ୟବହୃତ କାର୍ଡ଼ ସହ ତିନିଗୋଟି ଫୋନ ଜବତକରିଛି।
ସେମାନଙ୍କୁ କଲ୍ୟାଣସିଂହପୁର ଥାନା କେସ ନମ୍ବର ୧୫୪/୨୬ ୟୁ/ଏସ ମାମଲା ରୁଜୁ କରି ଆଗକୁ ମଧ୍ୟ ଚଢ଼ାଉକୁ ଜୋରଦାର କରାଯିବ ବୋଲି ଥାନାଧିକାରୀ ଅଜିତ ପରିଡ଼ା କହିଛନ୍ତି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

12 hours ago
6


