ARTICLE AD BOX
ଦେଖିବାକୁ ସୂତାଟିଏ। ଏହା ଭିତରେ ଲୁଚି ରହିଥାଏ ଭାଇ ଭଉଣୀର ନିବିଡ଼ ସମ୍ପର୍କ। ଉଭଣୀ ହାତରେ ରାକ୍ଷୀ ଆଉ ମଥାରେ ଯେତେବେଳେ ବିଜୟର ଟିକା ପିନ୍ଧାଇ ଦିଏ ସେତେବଳେ ଭାଇର ମନ ଖୁସିରେ କୁଣ୍ଡେମୋଟ ହୋଇଯାଏ।
ଦେଖିବାକୁସୂତାଟିଏ।ଏହା ଭିତରେଲୁଚିରହିଥାଏଭାଇଭଉଣୀରନିବିଡ଼ସମ୍ପର୍କ।ଉଭଣୀ ହାତରେରାକ୍ଷୀଆଉମଥାରେଯେତେବେଳେବିଜୟରଟିକାପିନ୍ଧାଇଦିଏସେତେବଳେ ଭାଇରମନଖୁସିରେକୁଣ୍ଡେମୋଟହୋଇଯାଏ।ମିଠାଖୁଆଇସାରିବାପରେଭଉଣୀମାଗେନିଜରାକ୍ଷୀରପାଉଣା।ପ୍ରତିବଦଳରେଭାଇଦିଏଉପହାର।ସେଇକିଛିଟାମୁହୂର୍ତ୍ତମଧ୍ୟରେପିଲାଦିନରଅନେକମିଠାସ୍ମୃତିମନେପଡ଼ିଯାଏ।ମନେପଡ଼ିଯାଏସେଝଗଡ଼ାଆଉ ରାଗରୂଷା।କିନ୍ତୁମଣିଷଯେସମୟରଦାସ। ସମୟସହଚାଳଦେଇଆଗକୁଆଗକୁଚାଲିବାକୁପଡ଼ିଥାଏ।ଆଉଦିନେସମୟସହସବୁକିଛିବଦଳିଯାଏ।ଭାଇବଡ଼ହୋଇନିଜକାମରେବ୍ୟସ୍ତହୁଏଭଉଣୀମଧ୍ୟନିଜସଂସାରଗଢ଼େ।ହେଲେସମୟ ଯେତେବଢ଼ିଲେବିରାକ୍ଷୀଆସିଲେମନଆଉସମ୍ଭାଳେନି।ସମସ୍ତଙ୍କୁବାଇକରେରାକ୍ଷୀରନିଶା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 hours ago
5


