Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_825pldh1jbcvlgalbalca70lmq, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
River: ୧ କିଲୋମିଟର ଧସିଲା କାଣୀ ନଦୀବନ୍ଧ, ଲୋକେ ଆତଙ୍କିତ - CGPT.IN

River: ୧ କିଲୋମିଟର ଧସିଲା କାଣୀ ନଦୀବନ୍ଧ, ଲୋକେ ଆତଙ୍କିତ

1 month ago 23
ARTICLE AD BOX

ଦଶରଥପୁର: ଧସିଲା କାଣୀ ନଦୀବନ୍ଧ, ବନ୍ଧର ଡାହାଣ ପାର୍ଶ୍ଵ ଲଗାଣ ବର୍ଷାରେ ବନ୍ଧର ଉଭୟ କଡ଼ ଧସିଯାଇଛି। ବନ୍ଧର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧସିଯାଇଛି। କଣ୍ଟପଡା ଠାରୁ ମଲ୍ଲିକାପୁର ପର୍ଯ୍ୟନ୍ତ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଠିକାଦାର ଏବଂ ବିଭାଗୀୟ ଅଧିକାରୀ ତ୍ରୁଟି ଲୁଚାଇବାକୁ ଫାଟିଥିବା ସ୍ଥାନରେ ଘଉଡ଼ାଯାଉଛି। ବନ୍ଧ ନିର୍ମାଣ ସମୟରେ ଠିକ ଭାବେ ରୋଲିଙ୍ଗ କରାନଯିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଲୋକେ ଆତଙ୍କିତ

ବୈତରଣୀ ନଦୀରେ ବନ୍ୟା ଆସୁଥିବାରୁ ଲୋକେ ଆତଙ୍କିତ ଅଛନ୍ତି। କାଣୀ ନଦୀରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୫ ଥର ଘାଇ ହୋଇସାରିଛି। ସୂଚନା ଅନୁସାରେ ବ୍ରହ୍ମଚାରୀପାଟଣା ଠାରୁ କଣ୍ଟପଡ଼ା ପର୍ଯ୍ୟନ୍ତ କାଣୀ ନଦୀ ବନ୍ଧ ନିର୍ମାଣ ପାଇଁ ୭ କୋଟି, ୬ଟି ପ୍ୟାକେଜରେ ୬ ଜଣ ଠିକାସଂସ୍ଥା କାର୍ଯ୍ୟ କରୁଥିଲେ। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ ହୋଇଛି।

Baitarani River: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର, ଲୋକଙ୍କୁ ସତର୍କ କରୁଛି ପ୍ରଶାସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.