Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍‌-ଅଟୋ ଧକ୍କାରେ ୭ ମୃତ

14 hours ago 5
ARTICLE AD BOX

ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଚିଲକାଲୁରିପେଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଅଟୋ-ରିକ୍ସାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

 (sambad.in) seven killed in accident Photograph: (sambad.in)

ଆନ୍ଧ୍ରପ୍ରଦେଶ:ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଚିଲକାଲୁରିପେଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଅଟୋ-ରିକ୍ସାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

ସମସ୍ତେ ଭେଲୁରୁ ଗାଁର ବାସିନ୍ଦା

ମୃତକମାନେ ସମସ୍ତେ ଚିଲକାଲୁରିପେଟ ମଣ୍ଡଳର ଭେଲୁରୁ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

Road Accident: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୬ ମୃତ, ୩୦ରୁ ଅଧିକ ଗୁରୁତର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.