ARTICLE AD BOX
ଲକ୍ଷ୍ମୀପୁର ବ୍ଲକ ବନ୍ଦିକାର ଗାଁର ଉପେନ୍ଦ୍ର ନାମକ ଚାଷୀ ଗତକାଲି ନିଜ ଚାଷ ଜମିରେ ଘାସ କାଢୁଥିବା ସମୟରେ ବିଷଧର ସାପ କାମୁଡ଼ାରେ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ସମ୍ପର୍କୀୟମାନେ ଆଣିବା ପରେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।
farmer was injured by a poisonous snake Photograph: (sambad.in)ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ ବନ୍ଦିକାର ଗାଁର ଉପେନ୍ଦ୍ର ନାମକ ଚାଷୀଗତକାଲି ନିଜ ଚାଷ ଜମିରେ ଘାସ କାଢୁଥିବା ସମୟରେ ବିଷଧର ସାପ କାମୁଡ଼ାରେ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ସମ୍ପର୍କୀୟମାନେ ଆଣିବା ପରେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।
ସାପମାନଙ୍କର ପ୍ରାଦୁର୍ଭାବ
ଲଘୁଚାପ ଜନିତ ବର୍ଷା କାରଣରୁ ଅଞ୍ଚଳରେ ସାପମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢିଥିବା ଦେଖିବାକୁ ମିଳିଛି।
Award: ସେପ୍ଟେମ୍ବର ୬ରେ ଇଣ୍ଡିଆନ୍ ଏବଂ ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
3


