Stabbed: ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ

6 days ago 4
ARTICLE AD BOX

ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେଣେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି।

 (sambad.in) stabbing at khariar road Photograph: (sambad.in)

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାବଣପୋଡ଼ି ସମୟରେ କୌଣସି କାରଣରୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେଣେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି।

Elephant: ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.