ARTICLE AD BOX
ତାମିଲନାଡ଼ୁରେ ଜଣେ ବୃଦ୍ଧାଙ୍କୁ ଦେଖି ହଠାତ୍ ନିଜ କାରକେଡ୍ ଅଟକାଇ ଦେଇଥିଲେ ବିଜୟ । ଗାଡ଼ିରୁ ଓହ୍ଲାଇ ସେ ସିଧା ବୃଦ୍ଧାଙ୍କ ପାଖକୁ ଯାଇଥିଲେ । ଆଉ ତା ପରେ ଯାହା ହେଲା ତାହା ସମସ୍ତଙ୍କ ମନ କିଣିନେଇଛି ।
ତାମିଲନାଡ଼ୁରେ ଚାଲିଛି ଥଲପତିଙ୍କ କ୍ରେଜ୍। କେବଳ ତାମିଲନାଡ଼ୁରେ ନୁହେଁ ବରଂ ସାରା ଦେଶରେ ଲୋକେ ତାଙ୍କ ଶାସନକୁ ପସନ୍ଦ କରୁଛନ୍ତି । ବିଜୟ ମଧ୍ୟ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ମନ କିଣୁଛନ୍ତି। ଫିଲ୍ମରେ ଯେମିତି ସୁପରହିରୋ ଥିଲେ। ରିୟଲ ଲାଇଫରେ ଲୋକଙ୍କ ପାଇଁ ମଧ୍ୟ ସେଭଳି ସୁପରଷ୍ଟାର ପାଲଟିଛନ୍ତି । ନିକଟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡ଼ିଓରେ ଜଣେ ବୃଦ୍ଧାଙ୍କୁ ଦେଖି ହଠାତ୍ ନିଜ କାରକେଡ୍ ଅଟକାଇ ଦେଇଥିଲେ ବିଜୟ । ଗାଡ଼ିରୁ ଓହ୍ଲାଇ ସେ ସିଧା ବୃଦ୍ଧାଙ୍କ ପାଖକୁ ଯାଇଥିଲେ । ଆଉ ତା ପରେ ଯାହା ହେଲା ତାହା ଏବେ ସମସ୍ତଙ୍କ ମନ କିଣିନେଇଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

55 minutes ago
1


