ଜୁଆ ଆଡ୍ଡା ଉପରେ ଚଢ଼ାଉ

1 hour ago 1
ARTICLE AD BOX

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କୁରୁଞ୍ଜିପୁର ପଞ୍ଚାୟତ ଘାଷି ଅନ୍ଧଟି ଅଞ୍ଚଳ ରେ ଜୁଆ ଖେଳ ଚାଲିଥିଲା।କୌଣସି ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ  ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ନେତୃତ୍ୱ ରେ ଟିମ ଜୁଆ ଆଡା ଉପରେ ଚଢ଼ାଉ କରିଥିଲେ। ଜଣେ ଖସି ପଳେଇ ଥିଲା ବେଳେ ୫ ଜଣଙ୍କୁ ପୁଲିସ ମାଡି ବସିଥିଲା। ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ, ନଗଦ ଟଙ୍କା, ୩ ଟି ବାଇକ, ୫ ଟି ମୋବାଇଲ ଜବତ କରିଛି। ଥାନା କେଶ ନଂ ୫୩୫/୨୬ରେ ସେମାନଙ୍କୁ ଗିରଫ କରିଥିବା ଜଣା ପଡିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.