ନନ୍ଦନକାନନର ନୂଆ ଅତିଥି

3 weeks ago 6
ARTICLE AD BOX

ନନ୍ଦନକାନନ ପ୍ରାଣୀଉଦ୍ୟାନ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ୧୧ଟି ନୂତନ ପ୍ରଜାତିର ଜୀବଜନ୍ତୁଙ୍କୁ ପ୍ରଦର୍ଶିତ କରାଯାଇଛି। ଏଥିରେ ଜେବ୍ରା, କଙ୍ଗାରୁ, ୱାଲାବି, ଟଫ୍ଟେଡ୍ କାପୁଚିନ୍, ୩ ପ୍ରକାରର ମାକାଓ, ମିଅରକାଟ୍, ସ୍କାରଲେଟ୍ ଆଇବିସ୍ ଏବଂ ସଲଫର୍-କ୍ରେଷ୍ଟେଡ୍ କାକାତୁଆ ସାମିଲ ଅଛନ୍ତି। ଏହା ବନ୍ୟପ୍ରାଣୀ ସଂରକ୍ଷଣ, ଶିକ୍ଷା ଓ ସଚେତନତା ସୃଷ୍ଟି ଭଳି ପ୍ରାଣୀଉଦ୍ୟାନର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଦର୍ଶକମାନଙ୍କୁ ଏହି ଜୀବଜନ୍ତୁମାନଙ୍କୁ ନିକଟରୁ ଦେଖିବାର ଏକ ସୁଯୋଗ ପ୍ରଦାନ କରୁଛି।

03 Oct 2026 19:29 IST

 ନନ୍ଦନକାନନର ନୂଆ ଅତିଥି

03 Oct 2026 19:29 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.