ARTICLE AD BOX
ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଥିଲେ। ପରିବେଶ ସୁରକ୍ଷା ସଂପର୍କିତ ଏହି ତିନିଦିନିଆ ସମ୍ମିଳନୀ ଆସନ୍ତାକାଲି ଶେଷ ହେବ। କାର୍ଯ୍ୟକ୍ରମର ଦ୍ବିତୀୟ ଦିନର ଦୃଶ୍ୟ ଫଟୋ ମାଧ୍ୟମରେ ଏଠାରେ ଉପସ୍ଥାପିତ କରାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
6


