ଭୁବନେଶ୍ବରରେ କୁହୁଡ଼ିର ସ୍ପର୍ଶ

1 hour ago 1
ARTICLE AD BOX

ବାତ୍ୟା ଏବଂ ବନ୍ୟା ପରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଦେଖାଯାଉଛି। ଶୀତଋତୁ ଆଗମନର ଆଭାସ ମନେ ହେଉଛି। ଭୁବନେଶ୍ବରରେ ଆଜି ସକାଳୁ କୁହୁଡ଼ି ଅନୁଭୂତ ହେଉଛି। ସାଧାରଣ ଯାତାୟତ ସାମାନ୍ୟ ପ୍ରଭାବିତ ହୋଇଛି। କୁହୁଡ଼ି ଯୋଗୁଁ ଶୀତଋତୁର ପୂର୍ବାଭାସ ଅନୁଭୂତ ହେଉଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.