ARTICLE AD BOX
ସାମୁଦ୍ରିକ ଘୁର୍ଣ୍ଣିଝଡ଼ ’ଅର୍ଣ୍ଣବ’ ପ୍ରଭାବରେ ମଙ୍ଗଳବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ବାତ୍ୟାର ପ୍ରଭାବ ପୂଜା ମଣ୍ଡପ ଉପରେ ମଧ୍ୟ ପଡ଼ିଛି। ଭୁବନେଶ୍ବରର ଡମଣା କ୍ଲବ୍ ଟାଉନ୍ ପଡ଼ିଆ ଆୟୋଜିତ ଗଜଲକ୍ଷ୍ମୀ ପୂଜାର ୮୦ ଫୁଟ୍ ବିଶିଷ୍ଟ ମେଢ଼ ଓ ତୋରଣ ଭୁଶୁଡ଼ି ପଡ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


