ARTICLE AD BOX
ପବିତ୍ର ଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ପୀଠଗୁଡ଼ିକରେ ମା’ଙ୍କ ପୂଜାର୍ଚ୍ଚନା ଜାରି ଥିବା ବେଳେ ମଣ୍ଡପରେ ଆଜି ରାତିଠାରୁ ଏହା ଆରମ୍ଭ ହୋଇଯିବ। ଏହାରି ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ପାଖକୁ ଯାଉଛନ୍ତି ଏବଂ ଆଶୀର୍ବାଦ ନେଉଛନ୍ତି। ଭୁବନେଶ୍ବରର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
3


