ରାଖୀ...ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ

1 day ago 4
ARTICLE AD BOX

ପୂଜା ଏବଂ ରୀତିନୀତି

ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ସ୍ନାନ ସାରି ନୂଆ ବସ୍ତ୍ର ପିନ୍ଧି ପୂଜାର ଥାଳି ପ୍ରସ୍ତୁତ କରନ୍ତି। ଥାଳିରେ ରାକ୍ଷୀ, ଚନ୍ଦନ, ସିନ୍ଦୂର, ଦୀପ ଓ ମିଠା ରଖି ଭାଇଙ୍କୁ ତିଲକ୍ ଲଗାଇ ଆରତି କରାଯାଏ। ଏହା ପରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ, ସୁଖ ଓ ସମୃଦ୍ଧି ପାଇଁ ମଙ୍ଗଳ କାମନା କରାଯାଏ । ଭାଇ ମଧ୍ୟ ଭଉଣୀଙ୍କୁ ଉପହାର ଦେଇ ସବୁବେଳେ ସୁରକ୍ଷା ଦେବାର ପ୍ରତଶ୍ରୁତି ଦିଅନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.