ARTICLE AD BOX
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସରଳା ଦେବୀ ସ୍ମାରକୀ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ବିଧାୟିକା ଓ ରାଜବନ୍ଦିନୀ ଏବଂ ପ୍ରଥିତଯଶା ସୁଲେଖିକା ଲୌହମାନବବୀ ସରଳା ଦେବୀଙ୍କ ରାଜ୍ୟସ୍ତରୀୟ ୪୦ତମ ଶ୍ରାଦ୍ଧ ଉତ୍ସବ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ ସଭାରେ ଉଦଘାଟକ ଭାବରେ ଯୋଗଦେଇ ମା ସରଳା ଦେବୀଙ୍କୁ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
3


