ARTICLE AD BOX
ବଲିଉଡ୍ରେ ଗ୍ୟାଙ୍ଗଷ୍ଟରଙ୍କ ଭୟ ଭିତରେ ଏବେ ଆମିର ଖାନଙ୍କୁ ନେଇ ବଢ଼ିଛି ଚର୍ଚ୍ଚା। ଆମିରଙ୍କୁ ଟାର୍ଗେଟ କରିବାକୁ ସୁଟରମାନେ ତାଙ୍କ ଘର ନିକଟକୁ ଯାଇଥିବା ଦାବିକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।
ବଲିଉଡକୁ ଘାରିଛି ଗ୍ୟାଙ୍ଗଷ୍ଟରଙ୍କ ଭୟ। ଜଣଙ୍କ ପରେ ଜଣେ ଅଭିନେତାଙ୍କୁ ନେଇ ବଢ଼ୁଛି ସୁରକ୍ଷା ଚିନ୍ତା। ବିଶେଷକରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ଏବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆମିର ଖାନଙ୍କୁ ଟାର୍ଗେଟ କରିବା ପାଇଁ ସୁଟରମାନେ ଏକାଧିକ ଥର ତାଙ୍କ ଘର ନିକଟକୁ ଯାଇଥିଲେ। ହେଲେ ସେଠାରେ ଆମିରଙ୍କୁ ନପାଇବାରୁ ସେମାନେ ନିଜ ଯୋଜନା ବଦଳାଇଥିଲେ। ଏପରିକି ସୁଟରମାନଙ୍କ ହିଟଲିଷ୍ଟରେ ଆମିରଙ୍କ ନାଁ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ପ୍ରକୃତରେ କ’ଣ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଅଛନ୍ତି ଆମିର ଖାନ? ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


