Earthquake: ଜମ୍ମୁ କଶ୍ମୀରରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

59 minutes ago 1
ARTICLE AD BOX

ଜମ୍ମୁ-କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଶୁକ୍ରବାର ରାତିରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧ଟା ୪୬ ମିନିଟ୍‌ରେ ହଠାତ୍‌ ଭୂମିକମ୍ପ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

 Jammu Kashmir Earthquake Jammu Kashmir Earthquake

ଶ୍ରୀନଗର:  ଜମ୍ମୁ-କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଶୁକ୍ରବାର ରାତିରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧ଟା ୪୬ ମିନିଟ୍‌ରେ ହଠାତ୍‌ ଭୂମିକମ୍ପ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ଭୂମିକମ୍ପର ତୀବ୍ରତା କମ୍‌ ଥିବାରୁ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ କୁଲଗାମ୍‌ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ରହିଥିଲା।

Flood threat: ଭୁଟାନରେ ହିମବାହ ହ୍ରଦ ଭୁଶୁଡ଼ିଲା; ଭାରତରେ ବନ୍ୟା ଆଶଙ୍କା ବଢ଼ିଲା; ୧୫,୦୦୦ ଲୋକ ସ୍ଥାନାନ୍ତରିତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.