High Court Judges: ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟରେ ବିଚାରପତି ପାଇଁ ୯ ଆଡଭୋକେଟଙ୍କ ନାମ ସୁପାରିସ

47 minutes ago 1
ARTICLE AD BOX

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ଅନୁଷ୍ଠିତ ବୈଠକରେ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ବିଚାରପତି ଭାବରେ ନଅ ଜଣ ଆଡଭୋକେଟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଯେଉଁ ଆଡଭୋକେଟଙ୍କ ନାଁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିସ କରାଯାଇଛି ସେମାନେ ହେ‌ଲେ ବିଶାଳ ଶର୍ମା, ବିକ୍ରମ କୁମାର ଶର୍ମା, ନାମଗ୍ୟାଲ ୱାଙ୍ଗଚୁକ୍, ପବନ କୁମାର କୁଣ୍ଡାଲ, ତାହିର୍‌ ମାଜିଦ୍‌ ସାମସୀ, ତବସୁମ୍‌ ଜଫର୍‌, ଅମିତ୍‌ ଗୁପ୍ତା, ପ୍ରଣବ କୋହଲି ଓ ଅନୁପମ୍‌ ରୈନା‌। 

ନିଯୁକ୍ତି ଓ ପଦୋନ୍ନତି ସୁପାରିସ 
ସୁପ୍ରିମକୋର୍ଟ କଲେଜିୟମ୍ ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ନିଯୁକ୍ତି ଓ ପଦୋନ୍ନତି ସୁପାରିସ କରିବା ସହିତ ହାଇକୋର୍ଟ ବିଚାରପତିଙ୍କ ବଦଳି କରିଥାଏ। କଲେଜିୟମ୍ ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପରିଚାଳିତ ଓ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିମାନଙ୍କୁ ନେଇ ଗଠିତ।

Trump Health: ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ରାଗିଗଲେ ଟ୍ରମ୍ପ; ସାମ୍ବାଦିକଙ୍କୁ କଲେ ଅପମାନିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.