ARTICLE AD BOX
ସବା ହ୍ରିତିଙ୍କ ଭିତରେ ତୃତୀୟ ବ୍ୟକ୍ତି ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ହ୍ରିତିକ ଏବେ କାହା ସହ ଡେଟ୍ କରୁଛନ୍ତି ତାହା ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।
ସବା ହ୍ରିତିଙ୍କ ଭିତରେ ତୃତୀୟ ବ୍ୟକ୍ତି ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ହ୍ରିତିକ ଏବେ କାହା ସହ ଡେଟ୍ କରୁଛନ୍ତି ତାହା ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି। ପତ୍ନୀ ସୁଜାନଙ୍କୁ ଛାଡ଼ି ସବାଙ୍କ ସହ ରହୁଥିଲେ ହ୍ରିତିକ। ଫ୍ୟାମିଲି ଫଙ୍କସନ ଠୁ ଆରମ୍ଭ କରି ସବୁଠି ସବାଙ୍କ ସହ ନିଜର ମଧ୍ୟ ଆସୁଥିଲେ। ତେବେ ହଠାତ ଏମିତି କଣ ହେଲା? କାହିଁକି ଦୁହିଁଙ୍କ ଅଲଗା ହେବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ? ଆସନ୍ତୁ ଜାଣିବା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
4


