ARTICLE AD BOX
ଆଜି ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସ। ଏହି ଦିନରେ ଆମେ ଆମ ଜୀବନରେ ଗୁରୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଉ। ଗୁରୁଙ୍କ ବିନା ଜୀବନ ଅନ୍ଧାର। ସବୁ କ୍ଷେତ୍ରରେ ସବୁ ସମୟରେ ଆମେ ଗୁରୁଙ୍କ ପ୍ରଦତ୍ତ ଜ୍ଞାନ ଉପଯୋଗ କରି ଆଗକୁ ବଢ଼ିଥାଉ। ଜୀବନରେ ଆମେ ଅନେକ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିଥାଉ, ଯେଉଁ ଶିକ୍ଷା ଆମ ଜଟିଳ ଜୀବନକୁ ସହଜ ଓ ସୁନ୍ଦର କରିଥାଏ।
/sambad/media/media_files/2026/09/05/whatsapp-2026-09-05-11-07-34.jpeg)
/sambad/media/media_files/2026/09/05/whatsa-2026-09-05-11-07-59.jpeg)
1/5
ଶିକ୍ଷାକୁ ଅର୍ଥପୂର୍ଣ୍ଣ ଏବଂ ଜୀବନକୁ ଅଧିକ ପ୍ରେରଣାଦାୟକ କରିଥିବା ଶିକ୍ଷକଙ୍କୁ ଶିକ୍ଷକ ଦିବସର ଶୁଭେଚ୍ଛା।
/sambad/media/media_files/2026/09/05/whatsapp-2026-09-05-11-08-57.jpeg)
2/5
ଜଣେ ପରାମର୍ଶଦାତା, ମାର୍ଗଦର୍ଶକ ଏବଂ ନିରନ୍ତର ଉତ୍ସାହର ଉତ୍ସ ହେଉଛନ୍ତି ଗୁରୁ।
/sambad/media/media_files/2026/09/05/whatsap-2026-09-05-11-10-37.jpeg)
3/5
ପୁସ୍ତକରୁ ଶିକ୍ଷା ନୁହେଁ, ବରଂ ଜୀବନର ଶିକ୍ଷା ଦେବା ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ।
/sambad/media/media_files/2026/09/05/whatsapp-2026-09-05-11-12-12.jpeg)
4/5
ଗୁରୁଙ୍କ ଧୈର୍ଯ୍ୟ ଆମକୁ ଦୃଢ଼ତା ଶିଖାଏ, ତାଙ୍କ ଦୟା ଆମକୁ କରୁଣା ଶିଖାଏ।
/sambad/media/media_files/2026/09/05/whatsap-2026-09-05-11-30-53.jpeg)
5/5
ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଦୀପକୁ ପ୍ରଜ୍ବଳନ କରନ୍ତି ଗୁରୁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

51 minutes ago
1


