ARTICLE AD BOX
ବଲିଉଡ଼ର କିଙ୍ଗ ଖାନଙ୍କ ଅତ୍ୟଧିକ ପଜେସିଭ୍ ସ୍ୱଭାବ ଯୋଗୁଁ ଦିନେ ଗୌରୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେବେ ସେମାନେ ପୁଣି ଏକାଠି ହେଲେ କେମିତି ? ଆସନ୍ତୁ ଏହି ଭିଡ଼ିଓରେ ଜାଣିବା ।
ରିଲ ଲାଇଫରେ ଅନେକ ପ୍ରେମ କାହାଣୀକୁ ଜୀବନ୍ତ କରିଥିବା କିଙ୍ଗ ଖାନଙ୍କ ରିୟଲ ଲାଇଫ ପ୍ରେମ କାହାଣୀ ମଧ୍ୟ କିଛି କମ୍ ରୋଚକ ନୁହେଁ। ପତ୍ନୀ ଗୌରୀ ଖାନଙ୍କ ସହ ତାଙ୍କ ଦୀର୍ଘ ବର୍ଷର ସମ୍ପର୍କ ଆଜି ବି ଅନେକଙ୍କ ପାଇଁ ଉଦାହରଣ ପାଲଟିଛି। ହେଲେ ଏହି ପ୍ରେମ କାହାଣୀର ଆରମ୍ଭ ଏତେ ସହଜ ନଥିଲା। ଶାହାରୁଖଙ୍କ ଅତ୍ୟଧିକ ପଜେସିଭ ସ୍ୱଭାବ ଯୋଗୁଁ ଉଭୟଙ୍କ ସମ୍ପର୍କରେ ଯେତେବେଳେ ଫାଟ ସୃଷ୍ଟି ହୋଇଥିଲା। ଏପରିକି ସମ୍ପର୍କ ଭାଙ୍ଗିଯିବା ପରିସ୍ଥିତି ମଧ୍ୟ ଉପୁଜିଥିଲା। ତେବେ କେମିତି ପୁଣି ଦୁହିଁଙ୍କ ଭିତରେ ସବୁ ହୋଇଥିଲା ସମାଧାନ ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


